STORYMIRROR

Goutam Mohanty

Inspirational

3  

Goutam Mohanty

Inspirational

ମାେ ଗାଆଁ

ମାେ ଗାଆଁ

1 min
232


ଆମ୍ବତୋଟା ପାଖେ ସେଇ ତାଳଵଣ

ଆକାଶେ ଆକାଶେ ତାରା

ଭିଜା ମାଟି ଗନ୍ଧ ସୁନ୍ଦର ପ୍ରକୃତି

ତରୁଲତା ପୂର୍ଣ୍ଣଧରା ।।

ନିର୍ମଳ ପବନ ସୁନେଲି ଆକାଶ 

ଶୁଭ୍ରଜଳ ରାଶି ଘେରା

ଉଙ୍କି ମାରେ ଚାନ୍ଦ ଦେଖିବାକୁ ଥରେ

ମୋ ଗାଁ ସୁନ୍ଦର ଧରା ।।

ତାଳବଣେ ବସା ବାଇଚଢେଇ ର

ପବନେ ଦୋହଲୁ ଥାଏ 

ସତେ କି ମନୁଆ ବାଇଆ ବସା ଟା

ଆକାଶ ଛୁଇଁବା ଚାହେଁ ।।

ବନଫୁଲ ସବୁ ଫୁଟି ମହକାଏ

ସୁମଧୁର ବାସ ତାର

ଅଙ୍କାବଙ୍କା ମୋର ଗ୍ରାମ ପଥ ଆଣେ

ଜୀବନର ଅଭିସାର।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational