STORYMIRROR

shmitaa mohanty

Comedy

2  

shmitaa mohanty

Comedy

ମାଧିଆ

ମାଧିଆ

1 min
178

ମାଧିଆ ବାପା ମାଧା ,ସକାଳୁ ଉଠି ଗାଧା

ମାଧିଆ ବୋଉ ରାନ୍ଧିଛି ,ଚିଙ୍ଗୁଡ଼ି ଦେଇ ସାଧା

ପହିଲେ ବିଲକୁଯିବୁ,ତାପରେ ଆସି ଖାଇବୁ

ନହେଲେ ମାଧିଆ ବୋଉ ଦବଟି ପିଠିରେ ବିଧା।


Rate this content
Log in

Similar oriya poem from Comedy