STORYMIRROR

Sakuntala Parida

Inspirational

3  

Sakuntala Parida

Inspirational

ମାଆ

ମାଆ

1 min
286

ଶିଶୁଟିଏ ଜନ୍ମ ହେଲା ପରେ

ପ୍ରଥମେ ଆଖି ଖୋଲିଲେ ସେ ଯାହାକୁ ଦେଖେ

ସେ ହେଉଛି ମାଆ, 

ତା କୁନୀ ହାତରେ ଯାହାକୁ 

ସେ ପ୍ରଥମେ ସ୍ପର୍ଶ କରେ 

ସେ ହେଉଛି ମାଆ, 

ଆଖି ବନ୍ଦ କରି ଯାହା

କାନି ପଣତର ବାସ୍ନା ଅନୁଭବ କରେ 

ସେ ହେଉଛି ମାଆ, 

ତା କୁନୀ କୁନୀ ପାଦରେ

 ଯାହା ହାତ ଧରି ଚାଲି ଶିଖିଲା 

ସେ ହେଉଛି ମାଆ, 

ମାଆ ସବୁେବେଳ ମାଆ

ସେ ମାଟିଠାରୁ ସହିଷ୍ଣୁ

 ଆକାଶଠାରୁ ପରିବ୍ୟାପ୍ତ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational