Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sakuntala parida

Others

4  

sakuntala parida

Others

ପ୍ରଥମ ପ୍ରେମର ପ୍ରଥମ ଧୋକା

ପ୍ରଥମ ପ୍ରେମର ପ୍ରଥମ ଧୋକା

1 min
204


ପ୍ରେମ ମୋର ରହିଗଲା ଅଧା

ଯେମିତି କୃଷ୍ଣ ବିନା ରାଧା ।

ଜୀବନଠୁ ଭଲପାଇଥିଲି ଅଧିକା

ସେ ମୋତେ ଦେଇଦେଲା ଧୋକା ।

ନିଜଠୁ ଯାହାକୁ କଲି ମୁଁ ବିଶ୍ବାସ

ସେ ଆଜି ବିଶ୍ବାସରେ ଦେଲା ମୋର ବିଷ ।

ଭାବିଲି ଯାହାକୁ ନିଜର

ସେ କରିଦେଲା ମତେ ପରବ।

ଭାବୁଥିଲି ଦୁନିଆରେ ମୁଁ ସବୁଠୁ ସୁଖୀ

ହେଇଗଲି ମୁଁ ସବୁଠୁ ଦୁଃଖୀ ।

ଭାବିଥିଲି ତାକୁ ମୋ ଜୀବନ

ସେ ଭାଙ୍ଗିଦେଲା ମୋର ସବୁ ସପନ ।

ଭାବୁଥିଲି ଯାହା ହୃଦୟରେ କରିବି ବୋଲି ଘର

ସେ ଆଜି ଭାଙ୍ଗିଦେଲା ମୋର ବାଲିଘର ।

ଯାହାକୁ ଦେଇଥିଲି ହୃଦୟ

ସେ ଆଜି ହେଇଗଲା ଏତେ ନିର୍ଦ୍ଦୟ ।

ବାଟରେ ଚାଲୁଥିଲି ଏକା

ହେଇଗଲା ଦେଖା ।

ସାଥି ହେଇ ଚାଲୁଥିଲା

ଅଧାବାଟେ ହାତଛାଡ଼ି ଚାଲିଗଲା ।

ହେଇଗଲି ଏକା

ପ୍ରେମରେ ପାଇଲି ମୁଁ ଧୋକା ।

ଯାହାକୁ ଭାବିଲି ପୂର୍ଣ୍ଣତା

ସେ ଆଜି ସାଜିଲା ଶୂନ୍ଯତା ।

ଯାହାକୁ ଭାବିଲି ସାହାରା

ସେ ମୋତେ କରିଦେଲା ବେସାହାରା ।

ପ୍ରଥମ ପ୍ରେମର ପ୍ରଥମ ଧୋକା

କରିଦେଲା ପୁରା ଏକା ।


Rate this content
Log in