Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sakuntala Parida

Others

3  

Sakuntala Parida

Others

ଏଇ ବୋଧେ ପ୍ରେମ

ଏଇ ବୋଧେ ପ୍ରେମ

1 min
941


ଏକ ଅଦ୍ଭୁତ ମୁହୁର୍ତ୍ତ ତାଙ୍କୁ ଆଉ ମତେ 

    କରାଇଥିଲା ଯେ ଭେଟ

ଜାଣେନା କେମିତି ଆପଣାଇ ନେଇ

   ଥମେଇ ଦେଲି ମୋ ହାତ ।


        ଏଇ ଅଚିହ୍ନା ଅଜଣା ପିଲାଟି ମତେ

          ଲାଗିଲା ଆପଣା ଭାରି

       ପାଦ ମିଶେଇ ମୁଁ ଚାଲୁଥିଲି ଯେବେ 

          ହାତ ଯେ ତାଙ୍କରି ଧରି ।


ଏଇ ଶୂନ୍ୟ ଶୂନ୍ୟ ଜୀବନେ ମୋ

  ଭରିଗଲା ପ୍ରେମ ରଙ୍ଗ

ଆଜି ପ୍ରତି ରକ୍ତ ବିନ୍ଦୁରେ ଖେଳିଗଲା

  ତାଙ୍କରି ପ୍ରୀତି ତରଙ୍ଗ ।


        କାହିଁକି ହେଲି ତାଙ୍କ ପ୍ରେମରେ ପାଗଳି 

          ନିଜେ ବି ମୁଁ ପାରୁନି ଜାଣି

        ଆଉ ଏ ହୃଦୟକୁ ଯେବେ ପଚାରଇ

          ସେ ଉତ୍ତର ଦେଉନି ଜାଣି ।


Rate this content
Log in