STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ମାଆ

ମାଆ

1 min
11.5K

ଭୁଲି ଯାଉଥିବା କର୍ତବ୍ୟକୁ

ଧର୍ଯ୍ୟ ଓ ସାହାସ ଫେରାଇ ଆଣିବାକୁ 

କୋମଳତାର ସ୍ପର୍ଶ ମନେପକାଇବାକୁ 

ବିପଦଆପଦ ର ମୁକାବିଲା କରିବାକୁ 

ସ୍ୱାଗତ ଏହି ଦିବସ ର ତାତ୍ପର୍ଯ୍ୟକୁ 

ପ୍ରକୃତିକୁ ଚିଂହାଇଛି ଯିଏ 

ଜହ୍ନକୁ ଦେଖାଇଛି ଯିଏ 

ପଣତରେ ଲୁହ ଲହୁ ପିଇ ସିଏ 

ସନ୍ତାନର ସତକାମନା ସଦଚିନ୍ତାର 

ଆହୁଲାଟିଏ ହିଁ ସିଏ 

ସିଏ ମାଆ ଛଡା ହେବ ଆଉ କିଏ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational