STORYMIRROR

Sunanda Mohanty

Thriller

3  

Sunanda Mohanty

Thriller

ମାଆ ଗଙ୍ଗା

ମାଆ ଗଙ୍ଗା

1 min
182

ଗଙ୍ଗା ଭାଗିରଥି ଅଳକାନନ୍ଦା

ମିଳନସ୍ଥଳ ହୃଷିକେଷେ ବୃନ୍ଦା

ହରିଦ୍ଵାର ଠାରେ ତୁ ନନ୍ଦା

ମନସା ଦେବୀମା ଚରଣେ ଛନ୍ଦା

ପାରମାର୍ଥ ଆଶ୍ରମ ସ୍ୱାମୀଜୀ ବନ୍ଧା

ନିର୍ଦ୍ଦିଷ୍ଟ ସମୟେ ଚରଣ ବନ୍ଦା

ସ୍ଵାଗତ ଗୀତିକା ଆଳତୀ ଛନ୍ଦା

ଶ୍ରାବଣ ଫଗୁଣ ମଳୟ ମନ୍ଦା

ଭକ୍ତ ଛୁଟିଆସେ ଛାଡି ତା ଧନ୍ଦା

କ୍ଷଣେ ରହିଯିବ ଆଶ୍ୱସ୍ତି ଫନ୍ଦା

ଲାଗିବ ମାଆ ସେତ ବିଶ୍ୱବନ୍ଦା

ତା' ବକ୍ଷ ଅମୃତ ସକଳ ପ୍ରାଣୀ ବନ୍ଧା

ଘୋର ଅବିଶ୍ୱାସ ମୋହ ମାୟା ନିନ୍ଦା

 ପରିବର୍ତ୍ତେ ମାନବିକତାର ନିୟମ ଫନ୍ଦା 

ମାଆ କୂଳେ କୋଳେ ଆନନ୍ଦନନ୍ଦା

ପବିତ୍ର ଧାର ସେ ଚପଳଛନ୍ଦା

ତା ଚତୁପାର୍ଶ୍ୱ ବାସେ ରଜନୀଗନ୍ଧା

ପିତୃପୁରୁଷଙ୍କୁ ଓଁ ଶାନ୍ତି ଧନ୍ଦା

ସ୍ୱଚ୍ଛ ଭାରତର ଦୃଷ୍ଟାନ୍ତ ସାଜି ମାଗଙ୍ଗା

ବହେ କୁଳୁକୁଳୁ ଆଳକାନନ୍ଦା

ମା' କାତ୍ୟାୟନୀ ଘେନ ଆଳତୀ ସନ୍ଧ୍ୟା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller