Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kamal kumar dash

Romance Classics Thriller

3  

kamal kumar dash

Romance Classics Thriller

ବରଷା ପାଇଁ

ବରଷା ପାଇଁ

1 min
125


ବରଷା ତୋ ପାଇଁ    ପତ୍ର ଝାଡା ଦେଇ 

      ପ୍ରତୀକ୍ଷା ରେ ଅଛି ରହି 

ତୋହରି ପରଶେ      ପଲ୍ଲବିତ ହୋଇ 

       କୁସୁମିତ ହେବl ପାଇଁ ।


ଶୁଷ୍କ ବୈଶାଖରେ    ଜଳିଛି କେତେ ମୁଁ 

       ତୁମ ପ୍ରେମ ସ୍ପର୍ଶ  ପାଇଁ 

ଦୁଃଖ ଅନଳରେ    ଜଳି ଜଳି ପ୍ରୀୟା 

         ତୁମକୁ ରହିଛି ଚାହିଁ ।


ଦାରୁଣ ନିଦାଘ     ଛଡାଇ ନେଇଛି

     ମୋର ପତ୍ର ପୁଷ୍ପ ଫଳ 

ସେପାଇଁ ଲୋଡୁଛି    ତୁମରି ସାନିଧ୍ୟ 

      ତୁମରି ପ୍ରେମର କୋଳ ।


ଉତ୍ତପ୍ତ  ଜୀବନେ     ପ୍ରେମ ବାରି ଧରି 

      ଫେରି ଆସ ପ୍ରିୟ ମୋର 

ବଂଚlଅ ମୋ ପ୍ରାଣ   ଢାଳି ସଂଜୀବନୀ 

     ସୁଧଡ଼ ତୁମରି ପ୍ରେମର ।


Rate this content
Log in

Similar oriya poem from Romance