ଭିଜା ଭିଜା
ଭିଜା ଭିଜା
ଭିଜା ଭିଜା ମନ ଭିଜା ଭିଜା ସ୍ବପ୍ନ
ଭିଜା ଭିଜା ଆକାଶରେ
ଖୋଜୁଛି ତୁମକୁ କିଛି କହିବାକୁ
ଅନେକ ଦିନର ପରେ ।
ହେଲେ ତୁମେ ଆଜି ଅନେକ ଦୂର ରେ
ମନେ ପଡେ ତୁମ କଥା
ତୁମରି ସ୍ମୃତିରେ ଚାଲେମୋ ଦୁନିଆଁ
ଓଦା ଆଜି ଆଖି ପତl ।
ସତରେ ସପନେ ହୃଦୟରେ ମନେ
ଚାରି ଆଡେ ନୀରବତା
ଚାରି ଆଡେ ଆଜି ସବୁ ଖାଲି ଖାଲି
ଅଂତ ହୀନ ନିସଂଗତl ।