STORYMIRROR

Liza Senapati

Classics

2  

Liza Senapati

Classics

ମା

ମା

1 min
3.2K

ଏନ୍ତୁଡି ଶାଳରୁ ମଶାଣି ଯାଏଁ, ଛାଇ ହେଇ ଥାଏ ପାଖେ, ଅଦ୍ଧାର ଭିତରୁ ଆଣି, ଆଲୁଅରେ ଦିଏ ଛାଡି, ଯାତନାର ଶିଖରରେ ସେ ମା, ସବୁ ଯାତି ସବୁ ଧମ ଠୁ ଉର୍ଧରେ, ମରଣ ଡ଼ରେ ଯେବେ ମା ଥାଏ ପାଖେ, ଗୁମୁରି ଗୁମୁରି କାଦ୍ଦୁଚି, ଅନାଥ ଛୁଆଟି ମା ନାହିଁ ବୋଲି, ବୁଲି ଆସ ଥରେ ରେଳ ଧାରଣା, କେତେ ଯେ ଅନାଥ ମା ବିନା କାଟନ୍ତି ଦିନ, ପ୍ରେମିକାର ପ୍ରେମ ଦିନେ ସରିଯିବ,. ସ୍ୱାଥ ପାଇଁ ଦିନେ ଭାଇ ଭୂଲିଯିବ, ଭୂଲିଯିବ ଦିନେ ଏ ସାରା ଦୁନିଆ, ଭୁଲିବନି କେବେ ମା, ଯୁଆଡେ ଗଲେ ମାର ଛାଇ, ସ୍ନେହ ହ ଭରା ପଣତ କାନି, ଆଶିଷ ହେଇ ପାଖେ ଥିବ ରହି, ପ୍ରେମକୁ ତାର ମାପିନାହିଁ କେହି. ଦିନ ଯିବ ଦିନ ଆସିବ, ମା ଥିବ ରହି ଯୁଗେ ଯୁଗେ ସିଏ ମା' ଅକ୍ଷୟ ଅମର ହେଇ ରହିବ ସଦା କାଳେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ

Similar oriya poem from Classics