STORYMIRROR

Santosh Pattnayak

Inspirational

2  

Santosh Pattnayak

Inspirational

ମା'

ମା'

1 min
12.8K


ମାଆର ପଣତ 

    ଶ୍ରୀ ମନ୍ଦିର ନେତ

  ଜଗତେ ତୁଳନା ନାହିଁ....

ମାଆ ମମତାର 

   ସେନେହ ପାଉଣା

 କେ'ଅବା ପାରିବ ଦେଇ...!!

 ମା'ହୃଦେ ଭରା 

   ଅମୃତର ଧାରା

  ମୁଖେ ସଦା ମିଷ୍ଟଭାଷା

ସ୍ନେହ,ପ୍ରେମ,ଶ୍ରଦ୍ଧା 

   ଏକ ଡୋରେ ବନ୍ଧା

   ମାନସିକ ତେର ଓଷା....!!

 ମାଆ ଅଟେ ମାଟି 

    ମାଆ ପୁଣି ସୃଷ୍ଟି 

   ଏହାହିଁ ନିଚ୍ଛକ ସତ୍ୟ,,,

ମାଆ ଛଡ଼ା ଏହି 

    ଚରାଚର ବିଶ୍ଵେ

  କେ ବୁଝିବ ଅନ୍ତର କ୍ଷତ... !!

【ସନ୍ତୋଷ ପଟ୍ଟନାୟକ, ଗଞ୍ଜାମ】



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational