Prabhati Mahapatra
Inspirational Others
ମା ଗାଳି ହୁଏ ଦାଣ୍ଡ ଧୂଳି ସମ
ନୁହଁଇ ଅଶୁଭ ସେଇ
ସେହି କୃପାମୟୀ କଲ୍ୟାଣ ମୟୀ ସେ
ତା ପରି କେହି ତ ନାହିଁ ।
ବାତ୍ସଲ୍ୟ ମମତା ଭରା ତା ମୁରତି
ନିତି ଝରୁ ଥାଇ ସୁଧା
ପର୍ବତ ଯେସନେ ଅଟଳ ହୃଦୟ
ପାଳନେ ସତେ ବସୁଧା ।
ଜନ୍ମାଷ୍ଟମୀ
ପୋଦିନା
ଶାନ୍ତି ମୈତ୍ରୀ...
ବନ୍ଦେ ମୋ ଭାରତ
ରକ୍ତ ରଞ୍ଜିତ ମ...
ଅମୃତ ବନ୍ଧନ ରା...
ସ୍ବାଧୀନ ଚାହେଁ
ବନ୍ଧୁ
ତ୍ୟାଗ
ଦେଶ ଭକ୍ତି ଭାବ
କମ୍ପେ ମଇଦାନ ଆଜି ଘନ ଘନ କମ୍ପି ଉଠେ ପୁର ପଲ୍ଲୀ ସ୍ବାଧିନ ସ୍ଲୋଗାନ ପ୍ରତିଧ୍ଵନି ମାନ ଗୁ କମ୍ପେ ମଇଦାନ ଆଜି ଘନ ଘନ କମ୍ପି ଉଠେ ପୁର ପଲ୍ଲୀ ସ୍ବାଧିନ ସ୍ଲୋଗାନ ପ୍ରତିଧ୍ଵନି ...
ମୋହ ମୋହ
ବିଦ୍ୟୁତର ସଫଳ ଦାନରେ ଅଛୁ କେତେ ସୁଖ ସୁବିଧାରେ ପଙ୍ଖାଠାରୁ ଏ. ସି. ପରଯ୍ୟନ୍ତ ପୁଣି ଜଗତକୁ ଆଲୋକିତ ବିଦ୍ୟୁତର ସଫଳ ଦାନରେ ଅଛୁ କେତେ ସୁଖ ସୁବିଧାରେ ପଙ୍ଖାଠାରୁ ଏ. ସି. ପରଯ୍ୟନ୍ତ ପୁଣି...
ଆକାଶର ବୁକୁ ଚିରି ହିମାଳୟ ଭେଦି ୟେ ଅଖଣ୍ଡ ଭାରତ ନୀଳୟ ଏ ପତାକା ଛାଇ ତଳେ ଯେ ମୋହର ତେଣୁ ଅରାତି କୁ ଆକାଶର ବୁକୁ ଚିରି ହିମାଳୟ ଭେଦି ୟେ ଅଖଣ୍ଡ ଭାରତ ନୀଳୟ ଏ ପତାକା ଛାଇ ତଳେ ଯେ ମୋହର ...
ଫେରିଆସ ଥରେ ମୋ ପାଖକୁ ଥରେ ଆଜି ବି ଝୁରେ ମୋ ମନ , ତୁମ ସ୍ମୃତି ସବୁ ସାଇତି ରଖିଛି ଫେରିଆସ ଥରେ ମୋ ପାଖକୁ ଥରେ ଆଜି ବି ଝୁରେ ମୋ ମନ , ତୁମ ସ୍ମୃତି ସବୁ ସାଇତି ରଖିଛି
ପିନ୍ଧାଇ ସିନ୍ଦୂର ମୁଣ୍ଡେ ସୁନ୍ଦର ମାଆ କାଳୀ ଘଣ୍ଟ ଘଣ୍ଟା ଧ୍ୱନି ପ୍ରତିଧ୍ଵନିରେ ମେଳି ଚାଲ ଯିବା ସର୍ବେ କାଉଁର... ପିନ୍ଧାଇ ସିନ୍ଦୂର ମୁଣ୍ଡେ ସୁନ୍ଦର ମାଆ କାଳୀ ଘଣ୍ଟ ଘଣ୍ଟା ଧ୍ୱନି ପ୍ରତିଧ୍ଵନିରେ ମେଳି ...
ପାର୍ବଣେ ଦେବୀତ୍ୱର ମହ ମହ ଚୁଆ ଚନ୍ଦନ ବାସ୍ନା ମା'ର ମୃଣ୍ମୟୀ ତଳେ ପ୍ରସମିତ ତା' ପଶୁତ୍ୱର ତୃଷ୍ଣା ପାର୍ବଣେ ଦେବୀତ୍ୱର ମହ ମହ ଚୁଆ ଚନ୍ଦନ ବାସ୍ନା ମା'ର ମୃଣ୍ମୟୀ ତଳେ ପ୍ରସମିତ ତା' ପଶୁତ୍ୱର ...
କିଛି ଲୋଡା ନାହିଁ ତୋର ନିର୍ମଳ ହୃଦୟ ବୁଲି ବୁଲି ଖୋଜୁ ଥାଉ ପାଗଳ ପରାୟ କିଛି ଲୋଡା ନାହିଁ ତୋର ନିର୍ମଳ ହୃଦୟ ବୁଲି ବୁଲି ଖୋଜୁ ଥାଉ ପାଗଳ ପରାୟ
ଜାଗିଉଠ କବି ଜାଗିଉଠ କବି
ମାଆର ଚରଣ ଧ୍ୟାୟୁଥାରେ ମନ ମାଆର କରି ବନ୍ଦନା l ଯଥା କାଳେ ଆସି ପହଞ୍ଚିବୁ ମାଆ ଏତ ମାଆର ଚରଣ ଧ୍ୟାୟୁଥାରେ ମନ ମାଆର କରି ବନ୍ଦନା l ଯଥା କାଳେ ଆସି ପହଞ୍ଚିବୁ ମାଆ...
କବିତା ଅମୃତ ବର୍ଷଣ କରିଣ ଢାଳିଦେଲ ଦେଶପ୍ରେମ । ପ୍ରକୃତି ମାତାର ଯୋଗ୍ୟତମ ସୁତ କବିତା ଅମୃତ ବର୍ଷଣ କରିଣ ଢାଳିଦେଲ ଦେଶପ୍ରେମ । ପ୍ରକୃତି ମାତାର ଯୋଗ୍ୟତମ ସୁତ
ସମଗ୍ର ବିଶ୍ବରେ ସ୍ଵର୍ଣ୍ଣ ଅକ୍ଷର ରେ ଭାରତ ହିଁ ହେବ ଶ୍ରେୟ। ସମଗ୍ର ବିଶ୍ବରେ ସ୍ଵର୍ଣ୍ଣ ଅକ୍ଷର ରେ ଭାରତ ହିଁ ହେବ ଶ୍ରେୟ।
ଗୁରୁ ପାଦ ପଦ୍ମେ ରହୁ ମୋର ସଦା ମଥାନଥ କୃତଜ୍ଞତା ।। ଗୁରୁ ପାଦ ପଦ୍ମେ ରହୁ ମୋର ସଦା ମଥାନଥ କୃତଜ୍ଞତା ।।
ଗତ କଲ୍ୟାଣେ ଅବଦାନ ତାଙ୍କ ହେବନାହିଁ ଜମା ଶେଷ ।। ଗତ କଲ୍ୟାଣେ ଅବଦାନ ତାଙ୍କ ହେବନାହିଁ ଜମା ଶେଷ ।।
ସାରା ବସୁଧାକୁ ନିଜ କୁଟୁମ୍ବ ବିଚାରି। ସର୍ବେ ସନ୍ତୁ ସୁଖୀ ଭାବ ରହୁଟି ତୁମରି।। ସାରା ବସୁଧାକୁ ନିଜ କୁଟୁମ୍ବ ବିଚାରି। ସର୍ବେ ସନ୍ତୁ ସୁଖୀ ଭାବ ରହୁଟି ତୁମରି।।
ଆସ ଆସ ମାଆ ବିରାଜି ସଦନେ ସନ୍ତୋଷେ ଅଭୟ ଦିଅ ଆସ ଆସ ମାଆ ବିରାଜି ସଦନେ ସନ୍ତୋଷେ ଅଭୟ ଦିଅ
ଆକାଶ ଦର୍ପଣର ଜହ୍ନ ତାରା ଗହଳେ ରହିବାକୁ ଇଛା ତୁମର ବଳେ । ଆକାଶ ଦର୍ପଣର ଜହ୍ନ ତାରା ଗହଳେ ରହିବାକୁ ଇଛା ତୁମର ବଳେ ।
ମାନବିକତା ମାନବିକତା
ନାରୀ ତୁମେ ନାରାୟଣୀ ନାରୀ ତୁମେ ନାରାୟଣୀ
ପରମେଶ୍ବରଙ୍କ ପାଦେ ପରମେଶ୍ବରଙ୍କ ପାଦେ