STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ମା ସମଲେଶ୍ବରୀ

ମା ସମଲେଶ୍ବରୀ

1 min
78

ମା' ସମ୍ଵଲପୁରେ ରହିଛୁ ମା'

ସମଲେଶ୍ବରୀ

ମା' ଗୋ ସମଲାଇ

ନୟନେ ଅଶ୍ରୁ ଭରି

ମଥା ପାତି ହାତ ଯୋଡି

କରୁଚି ଗୁହାରି 

ଣୁଣ ମା' ଦଇନି

ସଂସାର ତଞାଳେ ମା'

ବୁଡି ରହିଅଛି ମୁହିଁ

ଅବିଳମ୍ବେ ଲଗାଇ

ଦିଅ ଗୋ ମା ତୁହି

କୂଳରେ ଲଗାଇ

ତୋରି ଭରସାରେ 

ମା' ଗୋ ବଞ୍ଚିଅଛି ମୁହିଁ

ରକ୍ଷା କର ଗୋ ତୁହି

କର ନାହିଁ ଡେରି 

ଜୀବନ ପ୍ରଦୀପ ମୋର

ଯାଉଛି ଲିଭି ଲିଭି

ଦେ ମା' ମୋତେ 

କୂଳରେ ଲଗାଇ 

ରଖ ମା' ନାଶିଦେ 

ଅଇରି

ବଞ୍ଚିବାର ରାହା

ପାଇଯିବି ମୁହିଁ ।


Rate this content
Log in

Similar oriya poem from Inspirational