STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ମା ମହା ଗୌରୀ

ମା ମହା ଗୌରୀ

1 min
341

ଜୟ ହେ ଶଙ୍କର ଘରଣୀ

ଜୟ ହେ ଦୁଷ୍ଟ ବିନାସିନି

ଜୟ ଅଭୟ ଦାୟିନି

ଜୟ ମା ବୃଷଭ ବାହିନୀ

ତୁମେ ବୃଷଭକୁ ବାହନ କରିଲ

ତ୍ରିଶୁଳ ଡମ୍ବରୁ ଧାରଣ କରିଲ

ତୁମେ ଗୌର ବର୍ଣ୍ଣା ହୋଇ ଅଛ

ଭକତ ଙ୍କୁ ଅଭୟ ଦେଉଛ

ତୁମେ ଅଷ୍ଟମ ଦୁର୍ଗା ନାମେ ପୂଜା ପାଉଛ

ସବୁ ଦୁର୍ଗତି କୁ ନାଶ କରୁଅଛ

ତୁମରି ସନ୍ତାନ କୁ କରୁଣା କରିବ

ତୁମରି ଚରଣେ ସ୍ଥାନ ଟିକେ ଦେବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational