STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ମା ଚନ୍ଦ୍ର ଘଣ୍ଟା

ମା ଚନ୍ଦ୍ର ଘଣ୍ଟା

1 min
358


ମା ଚନ୍ଦ୍ର ଘଣ୍ଟା ତୁମକୁ କୋଟି ପ୍ରଣତି

ମନରେ ରଖିଛି ମା ତୁମ ପାଇଁ ଭକତି ।


ତୁମେ ମହିଷା ସୁର କୁ ବିନାଶ କରିଥିଲ

ଜଗତ କୁ ତୁମେ ରକ୍ଷା କରିଥିଲ ।


ମଥା ରେ ତୁମର ଚନ୍ଦ୍ର ଶୋଭା ପାଏ

ଶ୍ରୀହସ୍ତେ ତୁମ ଖଣ୍ଡା,ତ୍ରିଶୁଳ ଆଦି ରହି ଥାଏ ।


ତୁମେ ସିଂହ ବାହନରେ ବିରାଜିତ ହୋଇ ଅଛ

ଭକତ କୁ ତୁମେ ସହା ହୋଇ ଅଛ ।



Rate this content
Log in

Similar oriya poem from Classics