STORYMIRROR

Pramila Mohanty

Inspirational

4  

Pramila Mohanty

Inspirational

ଲୁହ

ଲୁହ

1 min
111

ଲୁହ

ଆଖି ର କୋଣରୁ ଯାଏ ଝରି

ହେଉପଛେ ରାଜ ଜେମା ସୁକୁମାରି

କିବା ଅପସରି

ସବୁରି ଆଖି ରୁ ଝରି

ନିଜ ଅନ୍ତର୍ଆତ୍ମା ର ଦୁଖଃକୁ

ଦିଏ ବଖାଣି

ବୁନ୍ଦାରୁ ଝରିଆସେ

ବିତାଇ ଥିବା ନିସ୍ତୁକ କାହାଣୀ

କହିଦିଏ ସବୁକଥା

ନିଜ ଅନ୍ତରର ମରମ ବ୍ୟଥା

କି ବର୍ତମାନ କି ଅତୀତ

ସବୁବେଳେ ଗୋଟିଏ ସତ

ବୋହିଯାଇ ମନକୁ ହାଲକା

ଦିଏ କରି

ମାନେନି କେବେ ଜାଗା ଅଜାଗା

ଅଜାଣତେ ଯାଏ ଗଡି

କିଏ କହେ ତାକୁ ଆଖି ରପାଣି

କିଏ କହେ ଆନନ୍ଦ ଅଶ୍ରୁ

ଉତ୍ସାହର ଢେଉ

ବୁନ୍ଦା ବୁନ୍ଦା ଯାଉଛି ଖସି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational