Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sandhya Rani Panigrahy

Tragedy

2  

Sandhya Rani Panigrahy

Tragedy

ଲୁହ ସବୁ କହିଯାଏ ଗପ

ଲୁହ ସବୁ କହିଯାଏ ଗପ

1 min
576


ମୁଁ କାନ୍ଦେ ଆଜି ମନରେ
ପାଇଲେ ମାଗିବାରେ
ନ ପାଇ ଝୁରିବାରେ
ନ ଦେଲେ ମନାଇବାରେ
କିଛି ଅକାରଣରେ
କିଛି କାରଣରେ
କିଛି ବାହାନାରେ
କେବେ ଆବେଗରେ
ମୋ ମନ ଝୁରେ ଯେବେ
କାନ୍ଦି କାନ୍ଦି ଲୁହପୋଛି ତେବେ
ସବୁ କହି ପାରେନା କାନ୍ଦେ
ସବୁ ବୁଝିଯାଏ ନ ବୁଝାଇ ରୁଦ୍ଧେ
ସବୁ ମାଗିହୁଏନା ଏ ଲୁହରେ
ସବୁ ଭୂଲିହୁଏନା ଏ ସମ୍ପର୍କରେ
ଆଖି କହେ କଥା ଏ କାନ୍ଦରେ
ମନ ବୁଝିଯାଏ ଏ ଲୁହରେ
ଭିଜିଯାଏ ହୃଦୟ ଏ ଜୀବନରେ
ଖୋଜେ ବ୍ୟସ୍ତ ଜୀବନ ସାକ୍ଷୀ ରହିବାରେ
ଭୂଲିଯାଏ ମନ ରହିଯାଏ ହୃଦୟରେ
ସବୁବେଳେ ଖୋଜି ସଜାଡିବା ନିଶାରେ
ନିଶା ଏ ସମ୍ପର୍କର ବିସ୍ତୃତ ବାଲିକୁଦାରେ
ଖସଡି ଯାଏ ଏ ହାତମୁଠାରୁ ଅବସରରେ
ବେଳ ଅବେଳରେ ଅବହେଳା କରିହୁଏନା
ଏ ସବୁତକ ଲୁହ ଜମା ମୋ କଥା ମାନେନା


Rate this content
Log in

Similar oriya poem from Tragedy