STORYMIRROR

Priyadarsini Das.

Tragedy

3  

Priyadarsini Das.

Tragedy

ଲଣ୍ଠନ

ଲଣ୍ଠନ

1 min
261


ତୋ ପ୍ରେମ ମୋ ପରି

ପଥ ହରା ପାଇଁ ପଥ ଟିଏ


ଯେବେ ମୁଁ ହଜିଯାଏ

ଯେବେ ମୋ ପାଦ ଯାଏ କିଛି 

ଅଜଣା ରାସ୍ତା ରେ 

ତୁ ଟାଣି ଆଣୁ ସଠିକ୍ ରାସ୍ତା କୁ


ଯେବେ ନିଜକୁ ମୁଁ ଚିହ୍ନି ନ ପାରେ

ତୁ ଚିଂହେଇ ଦେଉ ମୋତେ

ମୋ ନିଜ ସହ ।


ଯେବେ ଅନ୍ଧାର ରେ

ବାଟବଣା ହେଇଯାଏ 

ତୁ ପାଲଟି ଯାଉ 

ମୋ ପାଇଁ ଲଣ୍ଠନ ଟିଏ ।


ଅନ୍ଧାର ଭିତରେ ବି 

ଠିକ୍ ରାସ୍ତା ରେ କଢ଼େଇ ନେଇ ଯାଉ ମୋତେ ।


ତୋର ଶାଶ୍ଵତ ପ୍ରେମ ମୋ ପାଇଁ ଲଣ୍ଠନ ଟିଏ ।


ମୋ ଅନ୍ଧକାର ରାସ୍ତା ପାଇଁ 

ଆଲୋକ ର କିରଣ ଟିଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy