Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kahnu charan sahu

Abstract

2  

kahnu charan sahu

Abstract

ଲଙ୍ଗଳ

ଲଙ୍ଗଳ

1 min
199


ଶୁଷ୍କ ବୃକ୍ଷ ର

କିଞ୍ଚିତ ଅଂଶଟିଏ ମାତ୍ର

ହେଲେ ସ୍ବପ୍ନ ସାକାର କରେ

ଚାଷୀ ଭାଇର


ତମାମ କସରତ କରେ

ବଳଦ ଓ କୃଷସାଥିରେ

ମୁଠାଏ ଦାନା ଯୋଗାଇବାରେ

ସାହାର୍ଯ୍ୟ କରେ


ଶୁଖିଲା ମାଟି ହଉ ବା

ପାଣି କାଦୁଆରେ ସରସର

ଚିରିଦିଏ ଫାଡିଦିଏ ଯାହା ସବୁ

ତା ସାମ୍ନାକୁ ଆସେ


ତା ଛୁଆଁରେ

ମାଟି ମା' ଦୁଃଖ କରେନି

ହେଇଯାଏ ତାସହ ପ୍ରେମ

ପ୍ରେମରେ ନ ଥାଏ ଘୃଣା

ସ୍ୱାଗତ କରେ ଆଲିଙ୍ଗନ କରିବାକୁ

ବିଭୋର ହୋଇଉଠେ ଶୁଖିଲା

ଦେହକୁ ଓଦା କରିବାକୁ


Rate this content
Log in

Similar oriya poem from Abstract