STORYMIRROR

Amiya Bej

Inspirational

3  

Amiya Bej

Inspirational

ଲକ୍ଷ୍ୟ

ଲକ୍ଷ୍ୟ

1 min
13.7K


ଲମ୍ବିଛି ରାସ୍ତା ଆଗକୁ ,

ଆଉରି ଆଗକୁ ।

ପଛକୁ ପଛ

ଓଟ ପିମ୍ପୁଡି ଆଦିଙ୍କ ଧାର ।

ଏଠିଖାଲି 'ମୁଁ'

ଗଢିଭାଙ୍ଗି / ଭାଙ୍ଗିଗଢି

ସାଉଁଟୁଛି ଯାବତୀୟ ସମ୍ପର୍କ ,

ମଣିଷଟେ ବୋଲି , ଏଡେ ଲକ୍ଷ୍ୟହୀନ !!!!

@ ଅମୀୟ


Rate this content
Log in

Similar oriya poem from Inspirational