STORYMIRROR

Sudhashree Bhattamisra

Tragedy

3  

Sudhashree Bhattamisra

Tragedy

ଲକ୍ଷ୍ୟ

ଲକ୍ଷ୍ୟ

1 min
188

ଅଜଣା ଇଲାକା ପାଲଟି ସାରିଛି ମୁଁ

ନିଜ ଇଲାକାରେ

ପ୍ରଶ୍ନ କରେ ନିଜକୁ ନିଜେ

ନିଃସଙ୍ଗ ଏକାକୀ ଲାଗେ ଜୀବନଟା, ସବୁଥାଇ

ବ୍ୟାଧି ନୁହେଁ ତ ଇଏ ମାନସିକ

ସତରେ ମୁଁ ପାଲଟି ଗଲିଣି

ପାଗଳ ପ୍ରାୟ

କେଉଁ ଉନ୍ମାଦନାରେ ଜାଣେନା

ସମୟ ସ୍ରୋତରେ ମୁଁ

କୁଟା ଖିଅ ଟିଏ

ଜାଣେନା ମୁଁ

ଲକ୍ଷ୍ୟ ଭ୍ରଷ୍ଟ, ପଥଭ୍ରଷ୍ଟ

ପହଂଚିବି ବୋଲି

ଲକ୍ଷସ୍ଥଳୀ, ଗନ୍ତବ୍ୟସ୍ଥଳୀ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଠିକଣା

ଠିକଣା

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Tragedy