STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଲକଡାଉନ୍ ବାହାଘର

ଲକଡାଉନ୍ ବାହାଘର

1 min
208


ଇଏ କି ଯୁଗ ଆସିଗଲା

ମୁହଁରେ ମାକ୍ସ ପିନ୍ଧି ବାହା ଘର ହୋଇଲା

ବାଜା ବାଜିଲାନି କି ବାଣ ଫୁଟିଲାନି

ବର ଯାତ୍ରି ଆସିଲେନି କି ଭୋଜି ହେଲାନି

ସାମାଜିକ ଦୁରତାରେ ବିବାହ ହୋଇଲା

କିଏ କାହା ସାଥେ ମିଶି ବାକୁ ଭୟ ଲାଗିଲା

ଫିକା ଫିକା ବାହାଘର ଲାଗିଲା

ନିରାଡମ୍ବର ଭାବେ ସବୁ ହୋଇ ଗଲା

ଇଏ କେମିତି ପରିସ୍ଥିତି ଆସିଲା

ଅଳ୍ପ ଲୋକରେ ସବୁ କାମ ହୋଇଗଲା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational