STORYMIRROR

Sunanda Mohanty

Abstract Thriller Children

3  

Sunanda Mohanty

Abstract Thriller Children

ଲଜ୍ଜ୍ୟା

ଲଜ୍ଜ୍ୟା

1 min
630

ଏକ ଆବରଣ 

ଵିଵେକୀ ଭୂଷଣ 

ସାମଗ୍ରିକ ଅନ୍ୱେଷଣ 

ମାର୍ଜ୍ଜିତ ପରିବେଷଣ 

ଲଜ୍ଜ୍ୟା ଏକ ଆଭୂଷଣ 

କେବଳ ନାରୀ ନୁହେଁ 

ସାରା ମାନବ ଜାତିର 

ପୋଷକ ଓ ପୋଷଣ 

ବିରୁଦ୍ଧରେ ଶୋଷଣ 

ଅବିଯୋଗରେ ବାକ୍ୟବାଣ 

ଅପାରଗତାରେ ଶରଣ 

ଶିଖିବାରେ ସନ୍ଧିକ୍ଷଣ 

ବଂଚିବାରେ ବତାବରଣ 

ଶୃଙ୍ଖଳାରେ ଉଦାହରଣ 

ସତ୍ୟର ପରିବେଷଣ 

ଶାନ୍ତିର ସମ୍ଭାଷଣ 

ମୈତ୍ରୀର ସମୀକରଣ 

ପ୍ରୀତିର ଜନମନଗଣ 

ଋତୁରେ ପର୍ଯ୍ୟାବରଣ 

ଅତିଥି ଅଭ୍ୟାଗତ ବରଣ 

ସନ୍ଧିରେ ବିଶ୍ୱକଲ୍ୟାଣ 

ଭକ୍ତିରେ ଜଗନ୍ନାଥ ଶରଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract