Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ansuman Swain

Classics

3  

Ansuman Swain

Classics

ଲେଖୁ ଲେଖୁ ଲେଖି ଦେଲି

ଲେଖୁ ଲେଖୁ ଲେଖି ଦେଲି

1 min
207



ପିତା ,ମାତା ଙ୍କର ସୁଯୋଗ୍ୟ ସନ୍ତାନ

    ନାମ ଦିନେସ୍ ମଲିକ

ସଙ୍ଗୀତ ସ୍ୱରରେ ଦିନ ରାତି ସାରି

      ସଭିଙ୍କୁ ଦିଅନ୍ତି ସୁଖ ।

ଯାଜପୁରୁ ମାଟି ଆଜିତ ଗର୍ବିତ

     ପାଇ ଏହି ଭଳି ମିତ

ଓଡିଶା ବାସୀଙ୍କ ଶ୍ରଦ୍ଧାର ଦିନେସ

   ସଙ୍ଗିତ ପାଇଁସେ ଜାତ ।

କେଡେ ମନ ଲୋଭା ତାଙ୍କରି ସଙ୍ଗୀତ

      ଶୁଣିଲେ ଲାଗଇ ଶାନ୍ତି

ତାଙ୍କ ଦୃଷ୍ଟିକୋଣେ ସଭିଏଁ ସମାନ

     ସିଏ ତ ଅଭୁଲା ସ୍ମୁର୍ତ୍ତି ।

ନାହିଁ ତାଙ୍କ ମନେ ଲୋଭ ,ମୋହ ମାୟା

     ନାହିଁ ଗର୍ବ ଅହଂକାର

ଛୋଟ ଠାରୁ ବଡ଼ ସଭିଏଁ ନିବିଡ଼

     ଲାଗନ୍ତି ସଦା ସୁନ୍ଦର ।

କି ଅବା ଲେଖିବି ତମ ପାଇଁ ସାର୍

    ତମେ ପରା ସର୍ବେ ସର୍ବା

କି ଅବା କହିବି ତୁମ କୁ ମୁଁ ଦେଖି

  ତମେତ ଜଗତେ ଶୋଭା ।

ସତ କୋଟି ପ୍ରଣାମ ଜଣାଉଛି ମୁଁ

      ତମ ପ୍ରିୟ ଅଂଶୁମାନ

ନିତି, ନୂଆ ,ନୂଆ ସଙ୍ଗୀତ ସ୍ୱରରେ

      ବିତି ଯାଉ ତମ ଦିନ ।

       ବିତି ଯାଉ ତମ ଦିନ .....



Rate this content
Log in

Similar oriya poem from Classics