ଲାଲ ଟୁକୁ ଟୁକୁ ସାଧବ ବୋହୁ
ଲାଲ ଟୁକୁ ଟୁକୁ ସାଧବ ବୋହୁ
ଲାଲ ଟୁକୁ ଟୁକୁ ସାଧବ ବୋହୁ
ଘାସ ଗାଲିଚାରେ ଚାଲିକି ଯାାଉ
ତତେ ଚାହିଁ ଚାହିଁ ହେଲାଣିି ଉଛୁର
କହତୁ କେଉଁଠି ରହୁ ?
ଝିପି ଝିିପି ମେଘ ବରଷି ଗଲାଣି
କାହିଁ ତୋର ଦେଖା ନାହିଁ ା
ମଖମଲ ପରି ତୋ ଦେହ ସୁନ୍ଦର
ଦେହ ସାରା ତୋର ନାଲି
କି ସୁନ୍ଦର ତୋର ରୂପ ମାଧୁରି
ପ୍ରକୃୃୃୃୃୃୃୃୃୃୃତିର ବଢେ ଶୋଭା
ଦଳ ଦଳ ହୋଇ ଚାଲୁଥିଲେ ସାଥେ
ଲାଗେ ଅତି ମନଲୋଭା ।
ଗଢିଛନ୍ତି ଈଶ୍ବର କେଡେ ଯତନରେ
ସୁନ୍ଦର ରୂପ ଦେଇ
ବରଷା ଋତୁରେ ଏମିତି ଆସୁଥା
ଆମକୁ ସ୍ନେହ ଶ୍ରଦ୍ଧା ଦେଇ ।
କ୍ଷତି କରୁନାହୁଁ ଦିନେବି ଆମର
ଏଣୁ ତୁ ଭାରି ବଢିଆ
କ୍ଷୁଦ୍ର କିଟ ସିନା ମନ ତ ବିଶାଳ
ଏହି ଶିକ୍ଷା ନିଇତି ଆମକୁ ଦେଉଥା ।।
