STORYMIRROR

Rasmi Rekha Tripathy

Abstract

2  

Rasmi Rekha Tripathy

Abstract

କୁଞ୍ଜ ବିହାରୀ

କୁଞ୍ଜ ବିହାରୀ

1 min
13.3K


ମନରେ ମୋହର       ଏଣୁ ତେଣୁ ପ୍ରଶ୍ନ

ଅସ୍ଥିର କରୁଛି ଭାରି

ଯଦି ମୋର ମନ     ତୋ ପାଦ ଚିନ୍ତନ

ସଂସାରୁ ହୁଅନ୍ତି ପାରି


ବିଚଳିତ ମନ      ନୁହେଁ ମୋ ଅଧୀନ

ତାକୁ ରୋକିବି କିପରି

ତୋର ଦୟା ହେଲେ   ବର୍ତ୍ତି ମୁଁ ଯାଆନ୍ତି

 ହେ ପ୍ରଭୁ କୁଞ୍ଜ ବିହାରୀ


ଚିତ୍ତ ରଞ୍ଜନ ଲେଙ୍କା (କଟକ)©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract