STORYMIRROR

Rasmi Rekha Tripathy

Others

3  

Rasmi Rekha Tripathy

Others

ମୁଁ

ମୁଁ

1 min
27K


ମୁଁ ଦିଗହଜା ପକ୍ଷୀଟିଏ

ସୀମାହୀନ ଆକାଶରେ ଖୋଜିବୁଲେ

ନିଜର ଠିକଣା

ନିଜେ ନିଜ ମୂର୍ଖାମୀରେ ହସି ଦିଏ ମନେ ମନେ

ଡେଣା ଦୁଇ ଥକି ଗଲେ

କୁଆଡେ ଯିବି

କେଉଁଠି ରହିବି

କଣ କରିବି

ସତ କହୁଛି

କିଛି ନାହିଁ ଜଣା

ମୋତେ କିଛି ନାହିଁ ଜଣା.........


ରଶ୍ମି ରେଖା ତ୍ରିପାଠୀ (c)


Rate this content
Log in