STORYMIRROR

Ghanashyam Biswal

Romance

3  

Ghanashyam Biswal

Romance

କୁନି ପ୍ରେମିକା

କୁନି ପ୍ରେମିକା

1 min
190

ସିଏ ତ କୁମାରୀ ରୁପସୀ ମୋ

କୁନି ପ୍ରେମିକା

ମନ ମୋର କିଣି ନିଏ

କୁନି ଓଠେ ହସି ହସିକା

ମିଠା ମିଠା କଥା କହି

ମନ ମୋର ହରଷେ

ହସିଦିଏ ମୁଳକିନା

ଯେବେ ଥାଏ ନିରାଶେ

କୁନି ଜହ୍ନ କୁନି କଇଁ

ସିଏ ମୋର କୁନି ଶାରୀ

ଜାଣିଛି ମୁଁ ତା ବିହୁନେ

ପ୍ରାଣ ଦେବି ହାରି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance