STORYMIRROR

Bikhyat Bihari Mishra

Inspirational Others

2  

Bikhyat Bihari Mishra

Inspirational Others

କଠୋର ସତ୍ୟ

କଠୋର ସତ୍ୟ

1 min
13.8K


ନିଜର ମାନେ ହିଁ ବୁଝନ୍ତି ବେଦନା

ପର ତ ଜାଣନ୍ତି ନାହିଁ

ପର ଯଦି କେବେ ହୋଇବେ ନିଜର

ଧରା ଯିବ ସ୍ୱର୍ଗ ହୋଇ...

ମନକଥା ସେହି ଜାଣନ୍ତି କେବଳ

ଯାହାର ମନଟା ଥାଏ

ନିମକୁ ମହୁରେ ବୁଡାଇ ରଖିଲେ

ସେକି କେବେ ମିଠା ହୁଏ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational