Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alok Kumar Sethi

Abstract Romance Tragedy

3  

Alok Kumar Sethi

Abstract Romance Tragedy

କଥା ଥିଲା

କଥା ଥିଲା

1 min
152


କଥା ଥିଲା

ଜହ୍ନ ଦେବ ତାରା ଦେବ ହୀରା ଦେବ ମୋତି ଦେବ

ଯା ମାଗିବି ତାହା ଦେବ

ଜହ୍ନରେ ଉଆସ ତୋଳି ରଖି ନେବ ମୋତେ।

ପ୍ରତିଶ୍ରୁତି କାହିଁ ଗଲା କଥା ପାଣି ଗାର ‌ହେଲା

କେମିତି ବଦଳି ଗଲା ଋତୁ ସବୁ ସତେ।

ତଥାପି ମୁଁ ଭରସା ରଖିଛି,

ଏ ଜନ୍ମରେ ନ ହେଲେ ବି ଆର ଜନ୍ମେ ଦେବ ସବୁ

ଏଇ ଭରସାରେ ଖାଲି ଜୀବନ ଜୀଇଁଛି।


                       


Rate this content
Log in

Similar oriya poem from Abstract