STORYMIRROR

Sudhashree Bhattamisra

Inspirational

3  

Sudhashree Bhattamisra

Inspirational

କ୍ଷୋଭ

କ୍ଷୋଭ

1 min
206

କ୍ଷୋଭ ଏତିକି ଯେ

ସ୍ୱର୍ଗ ଗଢି ହୁଏନି

କ୍ଷୋଭ ଏତିକି ଯେ ଆମେ

ମାନବ ଧର୍ମ ଭୁଲିଛେ

କ୍ଷୋଭ ଏତିକି ଯେ ଆମେ ସୁସ୍ଥ ସମାଜର

ପରିକଳ୍ପନା, କରୁନେ

କ୍ଷୋଭ ଏତିକି ଯେ ଆମେ କିଛି

ବୈପ୍ଲବିକ ପରିବର୍ତନ ଚାହୁଁନେ

କ୍ଷୋଭ ଏତିକିଯେ

ଆମର ଏକତା ଭାଙ୍ଗି ଯାଇଛି

କ୍ଷୋଭ ଏତିକିଯେ ଆମେ ଅହଂକାରର

ଅଳିଆ ଗଦାରେ ବସିଛେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ତମେ

ତମେ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଘୃଣା

ଘୃଣା

1 min ପଢ଼ନ୍ତୁ

ସର୍ତ

ସର୍ତ

1 min ପଢ଼ନ୍ତୁ

ଅନ୍ତ

ଅନ୍ତ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

Similar oriya poem from Inspirational