କ୍ଷମା ରେ କ୍ଷମତା
କ୍ଷମା ରେ କ୍ଷମତା
କ୍ଷମା ମୁଁ ମାଗୁଛି ତମକୁ ସଭିଙ୍କୁ, କ୍ଷମତା ରେ ନାହିଁ ଲୋଭ. ଲୋଭରୁ ଲାଭ ଲାଭରୁ ପା ଜୀବନ ଯିବ. ସେ ସ୍ୱତନ୍ତ୍ର କ୍ଷମା କିଏ କାହାକୁ ମାଗୁଛି , ଯେତେବେଳେ ଜିବ ଯିବ, ସେ ମହନୀୟ କ୍ଷମା ନୀତି ମାଗେ ମୁଁ ତମକୁ, ତମେକି ସତରେ ଦେବ. କେ ଦେଉ ନ ଦେଉ ମୁଁ ଜାଣେ ସମ୍ପର୍କ କ୍ଷମାରେ ଏମିତି ଥିବ, ଡୋରି ଗଲେ ଛିଡି ଯିବା ଆମେ ପଡି , କ୍ଷମତା ଡର ନ ଥିବ.
