STORYMIRROR

Goutam Mohanty

Abstract

2  

Goutam Mohanty

Abstract

କରୁଣା ସାଗର

କରୁଣା ସାଗର

1 min
197

ମିଛ ମାୟା ସଂସାର ଭିତରେ

ଦି ଦିନ କୁଣିଆ ମୁଁହି,

ବଞ୍ଚିବା ମୋହ ରେ ଜିଁବାକୁ ଇଛା

ମରୀଚିକା ପଚ୍ଛେ ଧାଇଁ

ଏ ଜୀବନ ମୋର ବିତିଯାଉ ଧୀରେ

ତୁମ ନାମ ଗାଇ ଗାଇ,

ସଂଜ ଓ ସକାଳେ ଶାନ୍ତି ର ସନ୍ଧନେ

ମନକୁ ଦିଅ ଜଗାଇ

ସୁଣିଅଛି କେତେ ତୁମ ରି କାହାଣୀ

ଦୂରେଇ ବ ବାଧା ଭ ଲେ,

ଶୟମ୍ଭୁ ଦେବତା ଝଗଦେଶ୍ୱର୍ ଙ୍କ

ଅପାର କରୁଣା ହେଲେ

ମୋ ଜୀବନ ତରୀ ବାହି ନିଅ ପ୍ରଭୁ

ସମର୍ପି ଲି ତୁମ ପାଦେ,

ତୁମ କୃପାବଳେ ବିତିଯାଉଁ ବେଳେ

ଆପଦେ ଅବା ବିପଦେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract