Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Goutam Mohanty

Abstract

4.6  

Goutam Mohanty

Abstract

କୃଷ୍ଣ ଗୋବିନ୍ଦ ମୋହନ

କୃଷ୍ଣ ଗୋବିନ୍ଦ ମୋହନ

1 min
241


ହେ ଶ୍ରୀ କୃଷ୍ଣ ମଧୁସୂଦନ

ତୋ ବଂଶୀ ର କୁହୁକୁହୁ ସ୍ୱନ୍

ହୃଦପ୍ରୀୟ ପ୍ରାଣ ସ୍ୱର୍ଶୀ ସ୍ୱାମ ହନ୍

ଦେଖି ତୋ ଛଳ ଛଳ ଚନ୍ଦ୍ର ବଦନ

ଗୋପ- ବର- ନାରୀ ଙ୍କ ଚହଲେ ମନ

ତୋ ମୁଖେ ଶୁଣି ପ୍ରେମ ସିକ୍ତ ସମ୍ଭାଷଣ

ଗୋପୀ ଗଣ ପ୍ରେମ- ଜର୍ଜରିତ ଭୀଷଣ

ତୋ ପ ଦ ଯୁଗ ଲରେ ଛନ୍ଦା ୟିତ ଘୁଙ୍ଗୁର ତାନ

ଶ୍ରବଣେ ଅ ଥ ୟ ହୁଏ ଚତୁର୍ଦ୍ଦିଗ କୁଞ୍ଜବନ

ଚଞ୍ଚଳ ଅ ଥ ୟ ବିହୁଳ ସୋ ଦା ଯମୁନା ପ୍ରଣେ

ଲି ଭି ସେ କମନୀୟ - କୃଷ୍ଣା ଙ୍ଗ ରୂପ ଦର୍ଶନ

ତୋ ବିଭୁ ସ୍ପର୍ଶ ରେ ବିଭର ଗୋବର୍ଦ୍ଧନ

ଶ୍ୱପିତ ଗିରି ରାଜ କୃତ୍ୟ କୃତ୍ୟ ମଣିଛି

ପାଇ ବାଲ୍ୟ - ମୋୟୂର୍ ଚୁଳିଆ ରୂପ ଦର୍ଶନ

ତୁମ ଦର୍ଶନ ଭି ଲାସେ ଭିକ୍ଷା ଥାଳ ନେ଼ଇ

ଭିକ୍ଷୁକ ମୁଁ ଆଶ୍ରା ମୋର ଖାଲି ତୋରି ନାମ

ଆଶାୟୀ ଏ ପ୍ରାଣ କରନ୍ତା ଘଟ ରୁ ପ୍ରସ୍ଥାନ

ସାକ୍ଷାତ ହେଲେ ସେଇ କୃଷ୍ଣ ଗୋବିନ୍ଦ ମୋହନ.


Rate this content
Log in

Similar oriya poem from Abstract