STORYMIRROR

Nirupama Tarai

Inspirational

3  

Nirupama Tarai

Inspirational

କୃଷକ

କୃଷକ

1 min
155

କୃଷକଟିଏ ମୁଁ କୃଷକଟିଏ,

ବିଲ, ବାଡିକୁ ଆଦରି ନିଏ।

ରାତି ଦିନ ମୁଁ କ୍ଷେତ୍ରରେ ଥାଏ।

ପନିପରିବା ମୁଁ ଯୋଗାଇ ଦିଏ।୧‌।

ଖରା,ବରଷାକୁ ଶୀତ କାକର

ନଥାଏ ମୋର କାହାକୁ ଡର,

ଚାଷ କାମ ମୋର ଘର ଚଳାଏ।୨।

ନୂତନ ନୂତନ ପ୍ରଣାଳୀ ଚାଷ

ଖାଦ୍ୟ ପଦାର୍ଥ ମିଳେ ଅଧିକ।

ଖାଦ୍ୟ ଭାବ ଦୂର ହୁଏ ମୋ ପାଇଁ,

ସଭିଙ୍କର ମୁଖେ ଆହାର ଦେଇ।୩।

ଝଡ ବାତ୍ୟା ନଥାଏ ଡର

ସୈନିକ ପରି କାମ ମୋର।

କ୍ଷେତ ବାଡିକୁ କରେ ଆଦର,

କ୍ଷେତ ଅଟେ ପରା ଘର ମୋର।୪।



Rate this content
Log in

Similar oriya poem from Inspirational