STORYMIRROR

Reeta aparajeeta Mohanty

Inspirational

2  

Reeta aparajeeta Mohanty

Inspirational

କରୋନାକୁ ଡରିବlନି

କରୋନାକୁ ଡରିବlନି

1 min
2.8K

କରୋନାକୁ ଡରିବାନି

ଆମେ ଭାରତୀୟ ଆମେ ଲଢ଼ିବା ଜାଣୁ।

ନିଜ ଦେଶର ମଙ୍ଗଳ ପାଇଁ

ପ୍ରଧାନମନ୍ତ୍ରୀ କହିଥିବା ମନ୍ତ୍ର ଜପିବା

ନିଜ ଘରକୁ ନିଜ ଲକ୍ଷ୍ମଣାରେଖା ବୋଲି ଭାବିବା

ନିଜ ଘରେ ରହିବା

ସାମାଜିକ ଦୂରତ୍ୱ ବଜାୟ ରଖିବା

ଏଇ କିଛିଦିନ ସାଙ୍ଗସାଥୀ

ଭୋଜି ଭାତ ଠାରୁ ଦୂରେଇ ରହିବା

ବାରମ୍ବାର ସାବୁନରେ ନିଜ ହାତ ଧୋଇବା

ଘରୁ ବାହାରୁ ଆସୁଥିବା

ପ୍ୟାକେଟ ଖୀର ଜରି ବି ଭଲ ଭାବେ ଧୋଇବl

କାଶ, ଛିଙ୍କ ବେଳେ ନିଜ ମୁହଁକୁ ଘୋଡେଇବା

ଆଖି,ପାଟି,ନାକରେ ହାତ ନ ଦେବା

ହାତ ମିଶେଇ ନୁହେଁ

ନମସ୍କାର କରି ଅଭିବାଦନ କରିବା

ଆମେ କରୋନା ଭାଇରସକୁ ରୋକିପାରିବା

ଆମେ ନିଜ ଘରେ ଏକୋଇଶ ଦିନ

ନିଜକୁ ଘରେ ବନ୍ଦ ରଖିପାରିଲେ।

କରୋନା ହାରିଯିବ

ଆମେ ଜିତିଯିବୁ।

ଜଗନ୍ନାଥ ଆମକୁ ଶକ୍ତିଦିଅ

ସବୁ ନିୟମ ମାନିବାକୁ।

ତୁମ ଘଣ୍ଟ ଘୋଡେଇ ରଖିଲେ

କିଏ ମାରିପାରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational