Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

kahnu charan sahu

Fantasy


3  

kahnu charan sahu

Fantasy


କରୋନା

କରୋନା

1 min 152 1 min 152

ଅଜଣା ରୋଗ ହୋଇ 

ଅନେକ ଯନ୍ତ୍ରଣା ଭରିଦେଇଛି

ଅଳ୍ପ ଖୁସିକୁ ସ୍ୱର୍ଗସୁଖ ମଣୁଥିବା 

ମଣିଷ ଛାତିରେ ।


ଭୋକ, ଶୋଷ, ଅର୍ଥ

ପଙ୍ଗୁ କରିସାଇଛି ସମ୍ପୂର୍ଣ୍ଣ ରୂପରେ

ଦିନେ ଖଟି ଓଳେ ବଞ୍ଚୁଥିବା ମଣିଷକୁ ।


ଦୁଇ ଆଖିରୁ

ଲୁହ ଲହୁ ଝରିବା ସରିନି,

ଏପଟେ ଅଣ୍ଟା ଭିଡ଼ିଲାଣି ମୁରବି

ବିଦେଶ ଯିବାକୁ 

ଭାଗ୍ୟ ଆଉ ଭବିଷ୍ୟ

ଈଶ୍ୱରଙ୍କ ହାତରେ ସମର୍ପି ଦେଇ ।



Rate this content
Log in

More oriya poem from kahnu charan sahu

Similar oriya poem from Fantasy