STORYMIRROR

kahnu charan sahu

Fantasy

3  

kahnu charan sahu

Fantasy

କରୋନା

କରୋନା

1 min
160

ଅଜଣା ରୋଗ ହୋଇ 

ଅନେକ ଯନ୍ତ୍ରଣା ଭରିଦେଇଛି

ଅଳ୍ପ ଖୁସିକୁ ସ୍ୱର୍ଗସୁଖ ମଣୁଥିବା 

ମଣିଷ ଛାତିରେ ।


ଭୋକ, ଶୋଷ, ଅର୍ଥ

ପଙ୍ଗୁ କରିସାଇଛି ସମ୍ପୂର୍ଣ୍ଣ ରୂପରେ

ଦିନେ ଖଟି ଓଳେ ବଞ୍ଚୁଥିବା ମଣିଷକୁ ।


ଦୁଇ ଆଖିରୁ

ଲୁହ ଲହୁ ଝରିବା ସରିନି,

ଏପଟେ ଅଣ୍ଟା ଭିଡ଼ିଲାଣି ମୁରବି

ବିଦେଶ ଯିବାକୁ 

ଭାଗ୍ୟ ଆଉ ଭବିଷ୍ୟ

ଈଶ୍ୱରଙ୍କ ହାତରେ ସମର୍ପି ଦେଇ ।



Rate this content
Log in

Similar oriya poem from Fantasy