STORYMIRROR

Sisir Kumar Samal

Abstract

2  

Sisir Kumar Samal

Abstract

କରୋନା

କରୋନା

1 min
112

ଜୟ ଜୟ ଵୀର ହନୁମାନ,

          ଆଜି ଭୟଭୀତ ତୋର ଭକ୍ତଜନ,

କୋରୋନା ନାମକ ମହାମାରୀ

          ପ୍ରକଟ ହୋଇଛି ଵିଶ୍ବ ଭରି,

ଚା଼ଇନା ଦେଶରୁ ତା ଉତ୍ପତ୍ତି,

         ଭୟଭୀତ ସାରା ଜନଜାତି

ମାଳିକା ବଚନ କି ହେବ ସତ

         ଧ୍ବଂସ ହୋଇଯିବ ଏ ଜଗତ,

କୋରୋନା କରୁଛି ଆକ୍ରମଣ

        ଗୋଟେ ପରେ ଗୋଟେ ସଂକ୍ରମଣ

ରୋକିବାକୁ ନାହିଁ ଉପଚାର

        ସଚେତନତାକୁ ଦିଅ ଗୁରୁତ୍ଵର,

ବେଳ‌ ଥାଉଥାଉ ରୁହ ହୁସିଆର

        କରୋନା ଵି ନିଶ୍ଚେ ହେବ ଦୂର

ବଜାଇ ରଖିବା ସଭିଏଁ ସାମାଜିକ ଦୂରତା

‍‍‍‍‌‍‍‍‍ସାବୁନୁରେ ହାତ ଧୋଇବା ଭୁଲିଵାନି ଏକଥା

ଜନଗହଳିରୁ ନିଜକୁ ଆମେ ଦବା ଦୂରେଇ

‍‍‍‍‍‍‍‍କାଶ ଛିଙ୍କ ଆମେ କରିଵା ମୁଁହେ ରୁମାଲ ଦେଇ

ମୁଁହେଁ ମାସ୍କ ଲଗେଇ ସଦା ଯିବା ପଦାକୁ,

       ଏଣେତେଣେ ନ ଫିଙ୍ଗି ଡଷ୍ଟବିନ୍ ରେ ଫିଙ୍ଗିବା ତାକୁ

ଥଣ୍ଡା କାଶ ଜ୍ବର ହୋଇଲେ ଯିବା ଡାକ୍ତରଖାନା,

       ସଂକ୍ରମଣ ହେବା ଆଶଙ୍କା ମିଳାମିଶା କରିବା ମନ

ମାନୁଥିଲେ ଏହି ଉପାୟ ଛୁଇଁବନି କରୋନା,

       କରୋନା ନିଶ୍ଚୟ ହାରିବ ଉଡିବ ସଫଳ ବାନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract