STORYMIRROR

Sisir Kumar Samal

Abstract

2  

Sisir Kumar Samal

Abstract

ଶୀତ ସଂଧ୍ୟା

ଶୀତ ସଂଧ୍ୟା

1 min
89

ସଂଧ୍ୟା ଉପକ୍ରମେ ଶିହରଣ ଖେଳେ

ବ୍ୟଥିତ ହୁଏ ଶରୀର,

କୁହେଳିକା ସାଥେ ଶୀତଳ ସମୀର

ସ୍ପର୍ଶ ପାଇ ଏ ଶରୀର ।।


ଦୂର ବିଦେଶକି ଗାଁ ସମ ହେବ

ଆଧୁନିକତା ଆଳ‌ ଦେଇ,

ଶୀତ ସକାଳରୁ ନିଶି ନିଦ୍ରା ଯାଏ

ସଳମନେ ପଡୁଥାଏ ସେହି ।।


ଜଳୁଥାଏ ନିଆଁ ସଂଧ୍ୟା ଆଗମନେ

ଚତୁଃପାର୍ଶ୍ଵେ ରହୁ ମେଳି,

କୁହୁଡି ସାଥୀରେ ଶୀତଳ ସମୀର

ଶିହରଣ ଯାଏ ଟଳି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract