STORYMIRROR

Chittaranjan Lenka

Inspirational Others Abstract

3  

Chittaranjan Lenka

Inspirational Others Abstract

ମାଗୁଣି

ମାଗୁଣି

1 min
13.4K


ଭକତ ଚାହିଁଲେ   ଗଡେ ନାହିଁ ପାଦେ

ତୋର ନନ୍ଦିଘୋଷ ଚକ

ଭକତ ଡାକରେ   ଯୋଗ ଭଗ୍ନ ହୁଏ

କମ୍ପି ଉଠେ ଶିବଲୋକ


ଭକତ ଶାପରେ   ହୋଇପାରୁ ତୁହି

ସହଜେ ଅଥର୍ବ ମୁକ

ମୋତେ ତୋ ଭକତ ନ କଲୁରେ ନାହିଁ

କରି ଦେ ଭକ୍ତ ସେବକ


ଚିତ୍ତ ରଞ୍ଜନ ଲେଙ୍କା (କଟକ)©


Rate this content
Log in

Similar oriya poem from Inspirational