STORYMIRROR

Sisir Kumar Samal

Fantasy

4  

Sisir Kumar Samal

Fantasy

କପେ ଚ଼ା' ଓ କାହାଣୀ...

କପେ ଚ଼ା' ଓ କାହାଣୀ...

1 min
325

କିଏ କହିଲା, ମୁଁ ବଦଳି ଯାଇଛି ?

ଜୀବନରେ ସବୁ ଘାତ ପ୍ରତିଘାତ ପରେ ବି'

ମୁଁ ଆଜି ଠିକ୍ ସେହିପରି ଅଛି

କିଛି କାହାଣୀ ତୁମର, ଆଉ କିଛି କାହାଣୀ ମୋର,

ବାସ୍‌, ଫରକ୍ ଖାଲି ଏତିକି ଯେ,

କାହାଣୀ ଶୁଣି ତୁମେ ଜୀବନର ମୋଡ଼ ବଦଳାଇ ଦେଲ,

ଆଉ ମୁଁ, କପେ ଗରମ ଚା' ଧରି କାହାଣୀ ଶୁଣୁଥିଲି

ହଁ' ମୋର ଜୀବନଟା ଭି' ଠିକ୍ ସେହିପରି,

ଚ଼ା' କପ୍‌' ର ଗରମ ଧୁଆଁ ଭଳି ତୁମେ ଭି ଧିରେ ଧିରେ ଉଭେଇ ଗଲ,

ଆଉ ଆଜି ଭି ମୁଁ ସେମିତି ବିନାମୂଲ୍ୟରେ କପେ ଚ଼ା' ପରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy