STORYMIRROR

Sudipta Behera

Inspirational

4  

Sudipta Behera

Inspirational

କରୋନା

କରୋନା

1 min
249

କରୋନା ତୁମେ ଆସନା

କାହିଁ କର ଆନମନା ।

ଚାଲିବନି ଆମ ଦେଶେ ତୁମ ବାହାନା

ମୃତ୍ୟୁର ତାଣ୍ଡବ ରଚନା ।

ନିଜ ଆତ୍ମୀୟ ବିଚ୍ଛେଦ କି ଭୁଲି ବୁ

ସହଜେ ତୁମକୁ ଛାଡିବୁ ।

ସଚେତନ ହୋଇ ତୁମକୁ ମାରିବୁ

ମାସ୍କ ପିନ୍ଧି ଦୂରେ ରହିବୁ ।

ନମସ୍କାର୍ ହେବୁ ହ୍ୟାଣ୍ଡ ସେକ୍ ଛାଡି

ତଡି ଦେବୁ ତୁମକୁ ବାଡ଼ିରେ ବାଡ଼େଇ ।

ସଫା କରିବୁ ସବୁ ଆଡ

ଅପରିଚ୍ଛନ୍ନ ଯେତେ ଆଡ ।

ସଭିଏଁ ରହିବୁ ସଚେତନ

କରିବୁ ତୁମକୁ ଅଚେତନ ।

ଭାବିଚ କି ତୁମେ କରିବ ଧ୍ବସଂ

ପୃଥିବୀ ହୋଇବ ସର୍ବନାଶ ।

ତୁମ ଭାବନା କୁ ଧ୍ବସଂ କରି

ଆମେ ଗଢ଼ିବା ସ୍ବପ୍ନ ପୁରୀ ।

କରୋନା ତୁମେ ଆସନା

ମନରେ କୁ ଭାବନା ରଖନା ।



Rate this content
Log in

Similar oriya poem from Inspirational