STORYMIRROR

Monalisha Panda

Classics Others

2  

Monalisha Panda

Classics Others

କରୋନା ରେ ଦୀପାବଳୀ

କରୋନା ରେ ଦୀପାବଳୀ

1 min
127

କରୋନା ରେ କରି କରି ସଂଘର୍ଷ

ଆସିଗଲା ଦୀପାବଳୀ ଏଇ ବର୍ଷ ।।

ଲକ୍ ଡାଉନ୍ ରେ ଦୀପାବଳୀ ହେବ ପାଳିତ

ସବୁ କିଛି ହେବ ଏଇ ବର୍ଷ ରେ ଶୃଙ୍ଖଳିତ ।।

ସରକାର ଙ୍କ ଠାରୁ ମିଳିଛି ଆଦେଶ

ବାଣ ଫୁଟିବନି ଏଇ ବରଷ ।।

ବାଣ ଫୁଟାଇଲେ ହେବ ଜୋରିମାନା

ସରକାର ଙ୍କ ଆଦେଶ ନ କର ଅବମାନନା।।

ଘରେ ରହି ସଭିଏଁ କର ଦୀପାବଳୀ ପାଳନ

ସୁରକ୍ଷିତ ରଖ ନିଜ ଜୀବନ ।।

ହେବ ନାହିଁ ଏଇ ବର୍ଷ ଶବ୍ଦ ପ୍ରଦୂଷଣ

ଯଦି କେହି ନ ଫୁଟାଇବେ ବାଣ ।।

ଅମାବାସ୍ୟା ରାତ୍ରି ରେ କରି ଦୀପଦାନ

ପ୍ରାର୍ଥନା କର ସଭିଏଁ ହେଉ କରୋନା ର ଗମନ ।।

                            


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics