STORYMIRROR

Sudesna Swain

Inspirational

3  

Sudesna Swain

Inspirational

କରୋନା ମହାମାରୀ ଦାଉସାଜିଲା

କରୋନା ମହାମାରୀ ଦାଉସାଜିଲା

1 min
175


କରୋନା ମହାମାରୀର ପ୍ରକୋପ ବଢ଼ିଲା 

ରାସ୍ତା ଘାଟ ବଜାର ଶୁନସାନ ହେଲା 

କରୋନା ମହାମାରୀ 

ଭୟାନକ ରୂପ ଧାରଣ କଲା 

ଡାକ୍ତର ଖାନାରେ ରୋଗୀଙ୍କ 

ସଂଖ୍ୟା ବଢି ଚାଲିଲା 

ଦୁଃଖର କୋହକୁ ହୃଦୟେ ଚାପି 

ଭଗବାନଙ୍କ ପାଖେ ଦିଅନ୍ତି ମଥାପାତି 

ଦୁଃଖ ସୁଖ ଭରା 

ଲୁଣ ପସରା ସଂସାର 

ବାହ୍ୟ କର୍ମଜୀବି 

ବାହୁଡ଼ନ୍ତି ନିଜ ଘର 

କଷଣର ବୋଝକୁ ମୁଣ୍ଡରେ ଲଦି 

 ନିଜ ବାସ ଗୃହେ ଆସି ମୁଣ୍ଡ ଗୂଂଜନ୍ତି 

ନିଜର ଉଦର ପୂରଣ ପାଇଁ 

ନିକୁଶ କର୍ମ କରିବାକୁ ପଛାନ୍ତି ନାହିଁ 

କରୋନା ମହାମାରୀର କରାଳ ରୂପରେ

ବେସାହାରା ପଥକୁ ସମସ୍ତେ ଆପଣାନ୍ତି 

ମରୁଭୂମୀ ମରୀଚିକାର ମରୁବାଲିପେ 

ସାଉଁଟନ୍ତି ଜଳବିନ୍ଦୁ ନିଜ ବିଶ୍ୱପେ

ଜଗତର ନାଥ ଆହେ ଜଗନ୍ନାଥ 

କରୋନାର ମହାମାରୀକୁ 

ପୃଥିବୀ ବକ୍ଷରୁ କର ନାସ

ଏତିକି ମିନତୀ ମୋର ତୁମ ପାଦ ପଦ୍ମେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational