STORYMIRROR

Ranjan kumar Mohanty

Inspirational

4  

Ranjan kumar Mohanty

Inspirational

କରୋନା ବାର୍ତ୍ତା

କରୋନା ବାର୍ତ୍ତା

1 min
331


ଶୁଣ ଶୁଣ ମୋର ଭଉଣୀ ଭାଇ

କରୋନାକୁ ଆମେ ଡରିବା ନାହିଁ

ସଚେତନ ଯଦି ହୋଇ

କରୋନାକୁ ଆମେ ଦେବା ଏଡାଇ


ମାସ୍କ କପଡା ମୁହଁରେ ଦେଇ

ସଚେତନ ବାର୍ତ୍ତା ସଭିଙ୍କୁ କହି

ଘରେ ଆମେ ବସି ରହି

ଅତି ଅବାଶ୍ୟକେ ବାହାରେ ଯାଇ


ଜନ ସମାଗମୁ ରହିବା ଦୂରେ

ହାତ ନମାରିବା ନାକ ମୁହଁରେ

ହାତ ଧୋଇ ସାବୁନରେ

ଦୂରତା ରଖିବା ଆମ ଭିତରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational