STORYMIRROR

‌Manjula Hota

Abstract Inspirational Children

3  

‌Manjula Hota

Abstract Inspirational Children

କନ୍ୟା ରତ୍ନ

କନ୍ୟା ରତ୍ନ

1 min
399


ଝିଅ ଵଢାଇଲେ ସ୍ନେହ ଶ୍ରଦ୍ଧାରେ

 ନିପୁଣ ହୋଇବେ ସବୁ କାମରେ

କନ୍ୟା ଭ୍ରୁଣ ହତ୍ୟା କରିବା ନାହିଁ

ରଖିବା ଝିଅଙ୍କୁ ଆମେ ବଞ୍ଚାଇ,

ବାଳିକା ଶିକ୍ଷାକୁ ଭୁଲିବା ନାହିଁ 

ଦେଶ ଗଢିବେ ସେ ତତ୍ପର ହୋଇ

ପୁଅ ଠାରୁ ଝିଅ କମ୍ ନୁହ ଇ

ସବୁଥିରେ ପାରଙ୍ଗମ ଅଟ ଇ।

ବଢାଅ କନ୍ୟାଙ୍କୁ ଅତି ଯତ୍ନରେ,

ପଢାଅ ତାହାଙ୍କୁ ଖୁସି ମନରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract