STORYMIRROR

Akshayakumar Dash

Action Inspirational

2  

Akshayakumar Dash

Action Inspirational

କଣ୍ଟା

କଣ୍ଟା

1 min
86

ଚଲା ପଥରେ

କଣ୍ଟା ଥିଲେ

ପାଦ ଫୁଟି ଗଲେ

ତାଡିବାକୁ ତାକୁ

କଣ୍ଟାଟିଏ ଲୋଡ଼ା,

ଯେତେ ଜ୍ଞାନ ଥିଲେବି

ଜିତିବାକୁ ଇଚ୍ଛା

ଯୋଦ୍ଧା ପ୍ରମାଣ ଦେବାକୁ

ଆୟୋଜନ

ଅଶ୍ୱମେଧ ଯଜ୍ଞ

ନିଜ ପୁତ୍ର ଲବ କୁଶ

ବାନ୍ଧି ରଖି ଅଶ୍ୱ

ନିଜେ ଅହଂକାର ରଖି

ରାବଣର ଗୁଣ ଧରି

ସୀତା ହରଣ କଲେ

କଣ୍ଟା ଦ୍ୱାରା ତଡା ହୁଏ କଣ୍ଟା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Action