STORYMIRROR

Chittaranjan Lenka

Abstract Inspirational

2  

Chittaranjan Lenka

Abstract Inspirational

କଣ କରିବି

କଣ କରିବି

1 min
12.6K


ସତ କଥା ପଦେ       କହିଦେଲେ ଏଠି

ମନରେ ଲାଗୁଛି ନିଆଁ

କେତେକ ବୁଝାଇ     ଦେଉଛନ୍ତି ମୋତେ

ବଦଳିଲାଣି ଦୁନିଆଁ


ସେମାନଙ୍କକ ମତ      ଯାହା କହୁଅଛ

କୁହ ତା ହାଲୁକା କରି

ହେଲେ ମୁଁ ଭାବୁଛି     ସତ କହିବାଟା

ହାଲୁକା ହେବ କିପରି???


ବାପା କହୁଥିଲେ      ସତ ଚାପିଦେଲେ

ମିଛ ହୋଇଯିବ ଭାରି

ତେବେ କୁହ ବନ୍ଧୁ     କା’ କଥା ମାନିବି

କାହାକୁ ନେବି ଆଦରି???


ଚିତ୍ତ ରଞ୍ଜନ ଲେଙ୍କା (କଟକ)©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract