STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

କଳ୍ପନା

କଳ୍ପନା

1 min
238


ବାସ୍ତବ ପୁର୍ବରୁ ସେ ଆସେ

କେବେ ଫେରେ କେବେ ପ୍ରକାଶେ

କଳ୍ପନାରେ ନାହିଁ ମନା

ଯୁଗ୍ମ କି ଯୌଗିକ ଜାଣିବା ସିନା

କଳ୍ପନା ନୁହେଁ କାମନା

ହୁଏତ ବାସ୍ତବତା ପୁର୍ବ ପ୍ରସ୍ତୁତି ଘେନା

ରୂପ ରେଖର ଯୋଜନା 

ଭିତ୍ତି ପ୍ରସ୍ତର ପୂର୍ବ ପ୍ରସ୍ତୁତି

କଳ୍ପନା ହେଉ ଆଦୃତି

ମକଡ୍ରିଲ କରି ସର୍ବ ସମ୍ମତି

କଳ୍ପନା ବିନା କୌଣସି ଯୋଜନା

କେତେ ଫଳପ୍ରଦ ଜାଣିବା ମୁସ୍କିଲ ସିନା

ଅରୂପ ର ରୂପ ବାସ୍ତବର ରୂପରେଖ

କଳ୍ପନା ହେଉ କଳ୍ପନା

ରହି ସୀମା ସରହଦ ଜୋଜନ ଯୋଜନା

ଉଦ୍ଭଟ ହେଲେ ସବୁ ଚୂନା

ଦିବାସ୍ଵପ୍ନ ପ୍ରହେଳିକା କୁହୁକନାମା

କଳ୍ପନା ମାଳା ନଥିଲେ ଗୁଳା ପଡିବା ମନା

ସୁଫଳ ନୁହେଁ କଳ୍ପନା, କଳ୍ପନା ବିନା ।।


Rate this content
Log in

Similar oriya poem from Abstract