STORYMIRROR

Reeta aparajeeta Mohanty

Abstract

2  

Reeta aparajeeta Mohanty

Abstract

କଳ୍ପନା ଡେଣା ଲଗା ଶବ୍ଦ -ରୀତା

କଳ୍ପନା ଡେଣା ଲଗା ଶବ୍ଦ -ରୀତା

1 min
69

ମୁଁ ତ ନିଜେ ନିଜ ମନକୁ

ବୁଝେଇ ପାରୁନି

ଏମିତି ଭଲ ଲାଗୁନି

ସେମିତି ଜମା ଭଲ ଲାଗୁନଥିଲା

ମୁଁ ନିଜକୁ ବନ୍ଧୀ କରି ରଖିଛି

ଏମିତି ଏକ କାରଗାର ରେ

ତା ଠାରୁ ଜେଲ ମଧ୍ୟ ଭଲ ଥିବଢ଼ୋକ ଗିଳିପାରୁନି

କି କାଢ଼ିପାରୁନି

କଳ୍ପନା ର ଡେଣା ଲଗା ଶବ୍ଦ

ମୋ ମନକୁ ଜମା ଆମୋଦିତ କରୁନି

ସମୟ ବଢିବା ସହ ଶୁଖିଲା ଘା ମଧ୍ୟ

ଆଉ ଗୋଟିଏ ପୀଡା ଦେଇ ଯାଉଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract